Saturday, March 14, 2026
22 C
Odisha

    ଆଜି ଠାରୁ ଅଶାନ୍ତ ସମୁଦ୍ର, ମତ୍ସ୍ୟଜୀବୀଙ୍କୁ ନଯିବା ପାଇଁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କଲା ବିଭାଗ

    ଆଗକୁ ପଢନ୍ତୁ

    ପାରାଦୀପ : ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଠାରୁ ସମୁଦ୍ର ଅଶାନ୍ତ ରହିଛି। ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ମାଛ ଧରିବା ପାଇଁ ନଯିବାକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସଚେତନ କରାଯାଇଛି । ବିଭାଗ ପକ୍ଷରୁ ଡ଼ାକ- ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ରେ ପରିଣତ ହୋଇଛି ।

    ଏହାର ପ୍ରଭାବରେ ଆଜି ଠାରୁ ସମୁଦ୍ର ଅଶାନ୍ତ ରହିଛି । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର କୁ ମାଛ ଧରିବା ପାଇଁ ନଯିବାକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସଚେତନ କରାଯାଇଛି । ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ନେହେରୁବଙ୍ଗଳା ମାଛଧରା ବନ୍ଦର, ଷଣ୍ଢକୁଦ ମତ୍ସ୍ୟଜୀବୀ ବସ୍ତି, ନୂଆ ବଜାର କଲୋନୀ, ଅଠରବାଙ୍କି ମାଛଧରା ବନ୍ଦର, ଚ‌ଉମୁହାଣୀ ମାଛଧରା ବନ୍ଦର ନିକଟରେ ମତ୍ସ୍ୟଜୀବୀମାନଙ୍କୁ ଗତକାଲି ସତର୍କ କରାଯାଇଥିବା ବେଳେ ଆଜି ମଧ୍ୟ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଉଛି ।

    ତେବେ ଆଜି ସୁଦ୍ଧା ସମସ୍ତ ମତ୍ସ୍ୟଜିବୀ ଫେରି ଆସିଥିବା ବେଳେ ଧିରେ ଧିରେ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି।ବାଜି ଯନ୍ତ୍ର ସାହାଯ୍ୟରେ ନେହେରୁବଙ୍ଗଳା ମାଛଧରା ବନ୍ଦର, ଷଣ୍ଢକୁଦ ମତ୍ସ୍ୟଜୀବୀ ବସ୍ତି, ନୂଆ ବଜାର କଲୋନୀ, ଅଠରବାଙ୍କି ମାଛଧରା ବନ୍ଦର, ଚ‌ଉମୁହାଣୀ ମାଛଧରା ବନ୍ଦର ନିକଟରେ ମତ୍ସ୍ୟଜୀବୀ ମାନଙ୍କୁ ଗତକାଲି ସତର୍କ କରାଯାଇଥିବା ବେଳେ ଆଜି ମଧ୍ୟ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଉଛି । ତେବେ ଆଜି ସୁଦ୍ଧା ସମସ୍ତ ମତ୍ସ୍ୟଜିବୀ ଫେରି ଆସିଥିବା ବେଳେ ଧିରେ ଧିରେ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    43 %
    1.5kmh
    0 %
    Sat
    38 °
    Sun
    38 °
    Mon
    39 °
    Tue
    38 °
    Wed
    36 °

    ସମ୍ବନ୍ଧିତ