Saturday, October 10, 2026
23.6 C
Odisha

    ଆଜି ପୁଣି କଟକ-ଭୁବନେଶ୍ୱରରେ କାଳବୈଶାଖୀ ସମ୍ଭାବନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଏପଟେ ଅସହ୍ୟ ଗରମ ସେପଟେ ଅପରାହ୍ଣ ହେବା ମାତ୍ରେ ତାଣ୍ଡବ କରୁଛି କାଳବୈଶାଖୀ। ଗତ କିଛି ଦିନ ଧରି ରାଜ୍ୟର ଅନେକ ସ୍ଥାନ ସହ କଟକ-ଭୁବନେଶ୍ୱରରେ କାଳବୈଶାଖୀ ବର୍ଷାରେ ଗଛ ଉପୁଡି ପ୍ରବଳ ବର୍ଷା,ପବନ ସହ ବଜ୍ରପାତ ହେଉଛି। ସୋମବାର ମଧ୍ୟ କଟକ-ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି। କଟକ-ଭୁବନେଶ୍ୱର ମୁହାଁ ହୋଇଛି କାଳବୈଶାଖୀ। ସନ୍ଧ୍ୟା ସୁଦ୍ଧା ଟ୍ୱିନ ସିଟିରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ପୂର୍ବାନୁମାନ କରିଛନ୍ତି। ଆଜି ପୁଣି ଟ୍ୱିନ ସିଟିରେ କାଳବୈଶାଖୀ ସମ୍ଭାବନା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ