Tuesday, October 27, 2026
27.4 C
Odisha

    ଆଜି ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ଜଳେଶ୍ୱର ବନ୍ଦ

    ଆଗକୁ ପଢନ୍ତୁ

    ଜଳେଶ୍ୱର : ଆଜି ୧୨ ଘଣ୍ଟିଆ ଜଳେଶ୍ୱର ବନ୍ଦ । ନାବାଳିକାକୁ ଦୁଷ୍କର୍ମ ଏବଂ ଜୀବନରୁ ମାରିବ ଘଟଣାକୁ ନେଇ ବିଜେଡି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ । ଦୋକାନ ବଜାର ସହ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିଛି । ଅତ୍ୟାବଶକ ସାମଗ୍ରୀକୁ ବାଦ୍ ଦିଆଯାଇଛି ।

    ଏହି ଘଟଣାରେ ଏକାଧିକ ଲୋକ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଘଟଣାର କ୍ରାଇମବ୍ରାଞ୍ଚ ଏବଂ ନିରପେକ୍ଷ ତଦନ୍ତ ଦାବି କରିଛି ବିଜେଡି । ଗତ ୧୬ ତାରିଖରେ ନାବାଳିକା ଜଣକ ବାନ୍ଧବୀଙ୍କ ଘରକୁ ବୁଲିବାକୁ ଯାଇଥିଲେ । ସେଠାରେ ଅଭିଯୁକ୍ତ ଯୁବକ ନାବାଳିକାକୁ ଚାଓମିନ୍ ଖାଇବାକୁ ଡାକିଥିଲେ । ପରେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.4 ° C
    27.4 °
    27.4 °
    60 %
    4.6kmh
    98 %
    Tue
    27 °
    Wed
    22 °
    Thu
    22 °
    Fri
    25 °
    Sat
    27 °

    ସମ୍ବନ୍ଧିତ