Friday, March 13, 2026
37.7 C
Odisha

    ଆଜି ବିଶ୍ବ ତମ୍ବାଖୁ ବର୍ଜନ ଦିବସ: ବାଲୁକା କଳାରେ ସଚେତନତା ବାର୍ତ୍ତା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ପୁରୀ  :  ଆଜି ବିଶ୍ବ ତମ୍ବାଖୁ ବର୍ଜନ ଦିବସ । ବାଲୁକା କଳାରେ ସଚେତନତା ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି ଅବସରରେ ପୁରୀ ବେଳାଭୂମିରେ ଏକ ହଜାର ସିଗାରେଟ ବ୍ୟବହାର କରି ବାଲୁକା କଳା ନିର୍ମାଣ କରିଛନ୍ତି । ଦେଶରେ ତମ୍ବାଖୁ ମୃତ୍ୟୁ ବଢିଚାଲୁଛି । ଯୁବପିଢୀଙ୍କୁ ଏଥିରୁ ନିବୃତ ରଖିବାକୁ ଏହି ସଚେତନତା ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। ତମ୍ବାଖୁ  ସେବନ ସ୍ବାସ୍ଥ୍ୟପ୍ରତି କ୍ଷତିକାରକ ଦର୍ଶାଇ ବାଲୁକା କଳାରେ ସଚେତନ କରିଛନ୍ତି । ଏହାକୁ ଦେଖିବାକୁ ବେଳାଭୂମୀରେ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.7 ° C
    37.7 °
    37.7 °
    7 %
    4.1kmh
    1 %
    Fri
    37 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ