Wednesday, April 8, 2026
22.9 C
Odisha

    ଆଜି ଶ୍ରୀଜୀୟୁଙ୍କ ପବିତ୍ର ସୁନାବେଶ

    ଆଗକୁ ପଢନ୍ତୁ

    ପୁରୀ : ସରିଛି ଜନ୍ମବେଦି ଲୀଳା। ନଅଦିନ ପରେ ଗୁଣ୍ଡିଚାବାଡ଼ିରୁ ମେଲାଣି ନେଇଛନ୍ତି ମହାପ୍ରଭୁ। ଲକ୍ଷ୍ମୀ ସାଆନ୍ତାଣୀ ଅଭିମାନ କରି ଫେରିଥିବାରୁ ଆଜି ସଅଳ ବାହୁଡ଼ିଛନ୍ତି ସାଆନ୍ତେ। ଅନୁକୂଳ ପାଗ ଭକ୍ତଙ୍କ ସଂଖ୍ୟା ବହୁଗୁଣିତ କରିଛି। ୬ଲକ୍ଷରୁ ଊର୍ଧ୍ବ ଭକ୍ତଙ୍କ ଗହଣରେ ମାନବୀୟ ଲୀଳା ସଂରଚନା କରି ସିଂହଦ୍ବାରରେ ପହଞ୍ଚିଛନ୍ତି ଠାକୁରେ। ଘଣ୍ଟଘଣ୍ଟା ନାଦ, ହୁଳହୁଳି ହରିବୋଲ ଧ୍ବନିରେ ପ୍ରକମ୍ପିତ ହୋଇଛି ବଡ଼ଦାଣ୍ଡ। ଲକ୍ଷ୍ମୀନାରାୟଣ ଭେଟ ନୀତି,ବାହୁଡ଼ା ନୀତି ସମ୍ପନ୍ନ ହୋଇଛି। ଆଜି ଶ୍ରୀଜୀୟୁଙ୍କ ପବିତ୍ର ସୁନାବେଶ, ୭ରେ ଅଧରନୀତି ଓ ଶ୍ରୀଗରୁଡ଼ ଶୟନ ନୀତି, ୮ରେ ତ୍ରୟୋଦଶୀରେ ନୀଳାଦ୍ରି ବିଜେ ନୀତି ପରେ ଚତୁର୍ଦ୍ଧାବିଗ୍ରହ ରତ୍ନ ସିଂହାସନକୁ ବିରାଜିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ