Wednesday, April 8, 2026
24.2 C
Odisha

    ଆଜି ସରୁଛି କଟକର ଐତିହାସିକ ବାଲିଯାତ୍ରା, ବଲିଉଡ ସିଙ୍ଗର୍ ଶ୍ରେୟା ଘୋଷାଲଙ୍କ ଗୀତରେ ଝୁମିବେ ଦର୍ଶକ

    ଆଗକୁ ପଢନ୍ତୁ

    କଟକ: ଆଜି ସରୁଛି କଟକର ଐତିହାସିକ ବାଲିଯାତ୍ରା । ଶେଷ ସନ୍ଧ୍ୟାରେ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ । ସାମିଲ ହେବେ ବଲିଉଡ ସିଙ୍ଗର୍ ଶ୍ରେୟା ଘୋଷାଲ । ଏଥିପାଇଁ ଓଡ଼ିଶାରେ ପହଂଚି ସାରିଛନ୍ତି ଶ୍ରେୟା । ଭୁବନେଶ୍ବରରେ ପହଂଚିବା ପରେ କଟକ ଅଭିମୁଖେ ଯାଇଛନ୍ତି ।

    ସେହିପରି ନଭେମ୍ୱର ୭ରେ ଅକ୍ଷୟ ମହାନ୍ତି ମଞ୍ଚର ବଲିଉଡ ଗାୟିକା ହର୍ଷଦୀପ କୌରଙ୍କ ଜଲୱାରେ ଫିଦା ହୋଇଥିଲେ ଦର୍ଶକ । ବାଲିଯାତ୍ରା ବୁଲିବା ସହ ସୁସ୍ଵାଦ୍ୟ ଖାଦ୍ୟ, କିଣାକିଣି, ଦୋଳି ଖେଳି ଭରପୁର ମଜା ଉଠାଇଛନ୍ତି ଲୋକେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    77 %
    1.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ