Saturday, October 10, 2026
27.9 C
Odisha

    ଆମେରିକାରେ ଚର୍ଚ୍ଚା; ପୁଅ ସହ ଯୌନ ସମ୍ପର୍କ ରଖିଥିବା ସ୍ବୀକାର କଲେ ମହିଳା

    ଆଗକୁ ପଢନ୍ତୁ

    ଘରୋଇ ବିବାଦର ତଦନ୍ତ କରିବାକୁ ଯାଇ ଆମେରିକାର ଫ୍ଲୋରିଡା ପୁଲିସ ଏକ ଅସ୍ୱାଭାବିକ ଘଟଣା ସମ୍ପର୍କରେ ଜାଣିବାକୁ ପାଇଛି। ଲେକ୍‌ଲ୍ୟାଣ୍ଡ ଅଞ୍ଚଳର ୪୬ ବର୍ଷୀୟା କ୍ରିଷ୍ଟିନା କ୍ଲେମେନ୍ସ ଓ ତାଙ୍କ ୨୨ ବର୍ଷୀୟ ପୁଅ ସେନ୍‌ କ୍ଲେମେନ୍ସଙ୍କ ବିରୋଧରେ ଅନୈତିକ ସମ୍ପର୍କ ରଖିବା ଅଭିଯୋଗରେ ମାମଲା ହୋଇଛି। ମା’ ନିଜ ପୁଅ ସହ ପ୍ରାୟ ୧୦୦ ଥର ଯୌନ ସମ୍ପର୍କ ରଖିଥିବା ପୁଲିସକୁ କହିଥିବା ପୋଲ୍କ କାଉଣ୍ଟି ଶେରିଫ୍‌ ଗ୍ରାଡି ଜଡ୍‌ ସୂଚନା ଦେଇଛନ୍ତି। ତାଙ୍କ ପୁଅ କହିଥିବା କଥା ସତ କି ବୋଲି ପଚରାଯିବାରୁ ସେ ଏହି ସମ୍ପର୍କକୁ ସ୍ୱୀକାର କରିବା ସହ ପ୍ରାୟ ୧୦୦ ଥର ଏଭଳି ଘଟିଥିବା କହିଥିଲେ ବୋଲି ଶେରିଫ୍‌ ଜଡ୍‌ କହିଛନ୍ତି। ପୁଲିସ ଏହାକୁ ଆଇନବିରୋଧୀ ସମ୍ପର୍କ ବୋଲି କହି ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ