Thursday, March 5, 2026
30.9 C
Odisha

    ଆମ ବସ୍ ଚଳାଇବେ ମହିଳା, ୨୦ ଜଣ ମହିଳାଙ୍କୁ ଦିଆଯିବ ଟ୍ରେନିଂ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆମ ବସ୍ ଚଳାଇବେ ମହିଳା । ଏହାସହ କେବଳ ମହିଳାଙ୍କ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍ । ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ମହିଳାଙ୍କୁ ଟ୍ରେନିଂ ଦିଆଯିବ । ସେମାନେ ସବୁ ହେଭି ଭେଇକିଲ ଚଳାଇବା ପାଇଁ ଲାଇସେନ୍ସପ୍ରାପ୍ତ । ତାଲିମ ପାଇଁ ପୁନେ ପଠାଯିବ ।

    ତାଲିମ ନେବା ପରେ ସେହି ମହିଳାମାନେ ସ୍ୱତନ୍ତ୍ର ବସ୍ ଚଳାଇବେ । ପ୍ରାଥମିକ ପର୍ଯ୍ୟାୟରେ ୫ରୁ ୧୦ଟି ବସ୍ ସ୍ବତନ୍ତ୍ର ଭାବେ ମହିଳା ଯାତ୍ରୀଙ୍କ ପାଇଁ ରହିବ । ଯାହା ଦ୍ୱାରା ମହିଳା ମାନେ ନିଜକୁ ଅଧିକ ସୁରକ୍ଷିତ ମନେ କରିବେ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.9 ° C
    30.9 °
    30.9 °
    12 %
    2.3kmh
    0 %
    Thu
    36 °
    Fri
    37 °
    Sat
    38 °
    Sun
    38 °
    Mon
    38 °

    ସମ୍ବନ୍ଧିତ