Saturday, October 3, 2026
23.6 C
Odisha

    ଆଜି ମଞ୍ଚକୁ ଚଢିବେ ପୀୟୂଷ ତ୍ରିପାଠୀ

    ଆଗକୁ ପଢନ୍ତୁ

    ଯାଜପୁର ଟାଉନ: ଯାତ୍ରାପ୍ରେମୀଙ୍କ ପାଇଁ ବଡ଼ ଖବର । ଆଜି ମଞ୍ଚକୁ ଚଢିବେ ପୀୟୂଷ ତ୍ରିପାଠୀ । ବିଞ୍ଝାରପୁର ବ୍ଲକ ବରୁଣେଶ୍ୱର ପୀଠରେ ଆୟୋଜିତ ପ୍ରସିଦ୍ଧ ବରୁଣେଶ୍ୱର ମେଳାରେ ଯାତ୍ରା ମଞ୍ଚରେ ଅଭିନୟ କରିବେ ପୀୟୂଷ ତ୍ରିପାଠୀ । ତାଙ୍କର ମଞ୍ଚ ଫେରାକୁ ନେଇ ଯାତ୍ରାପ୍ରେମୀଙ୍କ ମଧ୍ୟରେ ଦେଖାଦେଇଛି ଅସୀମ ଉତ୍ସାହ ଓ ଉତ୍କଣ୍ଠା ।

    ଯାତ୍ରା ସିଂହବାହିନୀ ପକ୍ଷରୁ ଆଜି ମଞ୍ଚସ୍ଥ ହେବାକୁ ଥିବା ଏକ ନାଟକରେ ପୀୟୂଷ ତ୍ରିପାଠୀ ଅଭିନୟ କରିବେ । ନାଟକକୁ ନେଇ ମେଳା ପରିସରରେ ପୂର୍ବରୁ ଦେଖାଦେଇଛି ବେଶ ଚଞ୍ଚଳତା । ଟିକେଟ କାଉଣ୍ଟରରେ ଦର୍ଶକଙ୍କ ଲମ୍ବା ଧାଡ଼ି ଲାଗିଛି । ପୀୟୂଷଙ୍କ ଉପରୁ କଟକଣା ହଟିବା ପରେ ଯାତ୍ରା ଜଗତରେ ଏହାକୁ ଏକ ବଡ଼ ଘଟଣା ଭାବେ ଦେଖିବାକୁ ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ