Wednesday, March 18, 2026
21.1 C
Odisha

    ଆମ ବସ୍ ଭିତରେ ଆକ୍ରମଣ କଲେ ଦୁର୍ବୃତ୍ତ, ବିରୋଧ କରିବାରୁ ଯାତ୍ରୀଙ୍କୁ ମାଡ଼

    ଆଗକୁ ପଢନ୍ତୁ

    ପୁରୀ : ଆମ ବସ୍ ଭିତରେ ପଶି ହାଣିଲେ ଦୁର୍ବୃତ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବସ ଭିତରେ ପଶି ଆକ୍ରମଣ କଲା ଦୁର୍ବୃତ୍ତ । ପୁରୀ ଜିଲ୍ଲା କଣାସ ହରଷପଡାରୁ ସତ୍ୟବାଦୀ ଶୁକଳକୁ ଯାଉଥିବା ଆମ ବସରେ ଯାତ୍ରୀଙ୍କୁ ଆକ୍ରମଣ । ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ବେଳେ ଯାତ୍ରୀ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ପରେ ଯାତ୍ରୀଙ୍କ ଆକ୍ରମଣରେ ଦୁର୍ବୃତ୍ତ ଗୁରୁତର ହୋଇଛି। ସମସ୍ତ ଆହତଙ୍କୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳ ରେ କଣାସ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.1 ° C
    21.1 °
    21.1 °
    76 %
    2.2kmh
    100 %
    Wed
    22 °
    Thu
    31 °
    Fri
    34 °
    Sat
    34 °
    Sun
    35 °

    ସମ୍ବନ୍ଧିତ