Sunday, June 1, 2025
38.9 C
Odisha

    ଆରପାରିରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଡିଏମଇଟି ଡା. ଗୋପାଳ କର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଡିଏମଇଟି ଡା. ଗୋପାଳ କରଙ୍କ ପରଲୋକ ଘଟିଛି । ରବିବାର ସକାଳ ୧୦ଟାବେଳେ ଗୋପାଳ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ସେ କଟକସ୍ଥିତ ତେଲଙ୍ଗାବଜାରସ୍ଥିତ ବାସଭବନରେ ଥିଲେ ।ମୃତ୍ୟୁବେଳକୁ ତାଙ୍କ ୮୦ ବର୍ଷ ବୟସ ହୋଇଥିଲା । ଡାକ୍ତର ଗୋପାଳ କର ଏସସିବି ମେଡିକାଲ କଲେଜର ମାନସିକ ରୋଗ ବିଭାଗ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ଏହାପରେ ଡାକ୍ତର ଗୋପାଳ ଏସସିବିରେ ମାନସିକ ବିଭାଗ ଅଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ କାର୍ଯ୍ୟ କରୁଥିଲେ । ଏଥିସହ ଡାକ୍ତର ଗୋପାଳ ଡିଏମଇଟି ପଦର ଦାୟିତ୍ୱରେ ଥିଲେ ।ଡାକ୍ତର ଗୋପାଳଙ୍କ ସ୍ତ୍ରୀ ଗାୟତ୍ରୀ ଦେବୀ ଜଣେ ସାହିତ୍ୟିକା । ଉଭୟଙ୍କର ୩ ପୁଅ ଅଛନ୍ତି । ଡାକ୍ତର ଗୋପାଳଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗ ଦ୍ୱାରରେ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.9 ° C
    38.9 °
    38.9 °
    23 %
    4.3kmh
    76 %
    Sun
    39 °
    Mon
    40 °
    Tue
    39 °
    Wed
    39 °
    Thu
    40 °

    ସମ୍ବନ୍ଧିତ