Friday, March 27, 2026
31.5 C
Odisha

    ଆସନ୍ତାକାଲିଠୁ ନୂଆ ଟ୍ରାଫିକ ନିୟମ,ବୀମା ନ ଥାଇ ଗାଡ଼ି ଚଳାଉଥିଲେ ପଡିବ ଫାଇନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସନ୍ତାକାଲିଠୁ ରାଜ୍ୟରେ ଲାଗୁ ହେବ ନୂଆ ଟ୍ରାଫିକ ନିୟମ । ରାସ୍ତାରେ ଚାଲିପାରିବନି ବୀମା ନ ଥିବା ଗାଡ଼ି । ବୀମା ନଥିବା ଗାଡ଼ି ଗଡିଲେ କଟିବ ଚାଲାଣ । ପ୍ରଥମ ଥର ଧରା ପଡ଼ିଲେ ୧ ହଜାର ଟଙ୍କା ଜରିମାନା । ବାରମ୍ବାର ନିୟମ ଉଲଂଘନ କଲେ ୪ ହଜାର ଜରିମାନା ଦେବାକୁ ପଡିବ । ବୀମା ନ ଥିଲେ ଗାଡ଼ି ଘରେ ରଖିବାକୁ ଏସଟିଏଙ୍କ ପରାମର୍ଶ ।ରାଜ୍ୟ ସରକାର ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ନୂଆ ନିୟମ କରିଛନ୍ତି । ନୂଆ ନିୟମ ଅନ୍ତର୍ଗତ ଉଭୟ ଦୁଇ ଚକିଆ ଏବଂ ଚାରି ଚକିଆ ଯାନର ବୀମା ବାଧ୍ୟତାମୂଳକ ଏବଂ ବୀମା ନଥିଲେ ଗାଡି ଚାଳକଙ୍କୁ ଫାଇନ ଦେବାକୁ ପଡିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    26 %
    2.6kmh
    57 %
    Fri
    33 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ