Thursday, March 26, 2026
30.8 C
Odisha

    ଆସନ୍ତା କାଲି ଓଡ଼ିଶା ଆସିବେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ଆସନ୍ତାକାଲି ଓଡ଼ିଶା ଆସିବେ ଅମିତ ଶାହା  ।  ୬ ତାରିଖରେ CISF KRTC, ମୁଣ୍ଡଳିଠାରେ ୫୭ ତମ ରେଜିଙ୍ଗ ଡେ ପରେଡ୍ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରଗୃହ ମନ୍ତ୍ରୀ ।   ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସର ପ୍ରସ୍ତୁତି ଆରମ୍ଭ କରିଛି।  ଗାଇଡ ଲାଇନ୍ ଅନୁଯାୟୀ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି କଟକ ଡିସିପି ।  ରୁଟ ଲାଇନକୁ ମିଶାଇ, ମୋଟ ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।  ଏହି ଅଞ୍ଚଳକୁ ଡ୍ରୋନ ମୁକ୍ତ ଅଞ୍ଚଳ ଭାବରେ ଘୋଷଣା କରାଯାଇଥିବା ଡିସିପି କହିଛନ୍ତି ।  ଟ୍ରାଫିକ ଆଡଭାଜରି ମଧ୍ୟ ଜାରି କରାଯାଇଛି ।  ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଥିବା ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    20 %
    2.9kmh
    0 %
    Thu
    32 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ