Friday, March 20, 2026
21.7 C
Odisha

    ଆସନ୍ତା ୧୯ରେ ମାଟ୍ରିକ୍ ପରୀକ୍ଷା, ଆଜି ପହଞ୍ଚିଛି ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ

    ଆଗକୁ ପଢନ୍ତୁ

    ସମ୍ବଲପୁର: ଆସନ୍ତା ୧୯ରେ ମାଟ୍ରିକ୍ ପରୀକ୍ଷା । ଏଥିପାଇଁ ସମ୍ବଲପୁର ଜୋନର ୯ଟି ଜିଲ୍ଲାର ୧,୧୪୧ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧ ଲକ୍ଷ ୨୫ ହଜାର ୩୨୭ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେବେ । ଏଥିପାଇଁ ପରିଷଦ କାର୍ଯ୍ୟାଳୟକୁ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ଆଜି ପହଞ୍ଚି ସାରିଛି । କେତେ ପ୍ରସ୍ତୁତ ରହିଛି ସେନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମ୍ବଲପୁର ଯୋନର ଉପ ସମ୍ପାଦକ ସୋମନାଥ ମୁର୍ମୁଙ୍କ ସହ ଅଧିକ ଆଲୋଚନା କରିଛନ୍ତି ସିନିୟର ରିପୋର୍ଟର ଶ୍ରବଣ କୁମାର ପତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    73 %
    0.8kmh
    100 %
    Fri
    22 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ