Saturday, October 31, 2026
26 C
Odisha

    ଆସନ୍ତା ୧୯ରେ ମାଟ୍ରିକ୍ ପରୀକ୍ଷା, ଆଜି ପହଞ୍ଚିଛି ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ

    ଆଗକୁ ପଢନ୍ତୁ

    ସମ୍ବଲପୁର: ଆସନ୍ତା ୧୯ରେ ମାଟ୍ରିକ୍ ପରୀକ୍ଷା । ଏଥିପାଇଁ ସମ୍ବଲପୁର ଜୋନର ୯ଟି ଜିଲ୍ଲାର ୧,୧୪୧ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧ ଲକ୍ଷ ୨୫ ହଜାର ୩୨୭ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେବେ । ଏଥିପାଇଁ ପରିଷଦ କାର୍ଯ୍ୟାଳୟକୁ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ଆଜି ପହଞ୍ଚି ସାରିଛି । କେତେ ପ୍ରସ୍ତୁତ ରହିଛି ସେନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମ୍ବଲପୁର ଯୋନର ଉପ ସମ୍ପାଦକ ସୋମନାଥ ମୁର୍ମୁଙ୍କ ସହ ଅଧିକ ଆଲୋଚନା କରିଛନ୍ତି ସିନିୟର ରିପୋର୍ଟର ଶ୍ରବଣ କୁମାର ପତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26 ° C
    26 °
    26 °
    89 %
    0.4kmh
    46 %
    Sat
    24 °
    Sun
    28 °
    Mon
    29 °
    Tue
    29 °
    Wed
    28 °

    ସମ୍ବନ୍ଧିତ