Thursday, September 11, 2025
28.8 C
Odisha

    ଆସନ୍ତା 31ରେ ହେବନି ସ୍ପେଶାଲ OTET, ସୂଚନା ଜାରି କଲା BSE

    ଆଗକୁ ପଢନ୍ତୁ

    ଭୁବନେଶ୍ବର  :   ସ୍ପେଶାଲ OTET ପରୀକ୍ଷାକୁ ପୁଣିଥରେ ସ୍ଥଗିତ ରଖାଯାଇଛି । ଆସନ୍ତା ୩୧ରେ ହେବାକୁ ଥିବା ପରୀକ୍ଷା ଆଉ ହେବ ନାହିଁ ।  OTET ସ୍ଥଗିତ ନେଇ BSE ପକ୍ଷରୁ ସୂଚନା ଜାରି କରାଯାଇଛି । ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷା ସ୍ଥଗିତ ନେଇ ଘୋଷଣା କରାଯାଇଛି । ତେବେ ପୁଣିଥରେ କେବେ ଓଟିଇଟି ପରୀକ୍ଷା ହେବ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା କରାଯାଇ ନାହିଁ । ଖୁବ୍‌ ଶୀଘ୍ର OTET ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

    ସୂଚନାନୁସାରେ, ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପୂର୍ବ ପରୀକ୍ଷା ବାତିଲ୍ କରାଯାଇଥିଲା । ପରେ ପୁଣିଥରେ ଅଗଷ୍ଟ 31 ତାରିଖ ନେଇ ଘୋଷଣା କରାଯାଇଥିଲା । ଅଗଷ୍ଟ 22ରୁ ୱେବ୍‌ସାଇଟ୍‌ରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ ଏବଂ ଆସନ୍ତା 31 ତାରିଖ ସକାଳ 9ଟାରୁ 11ଟା ୩୦ ଯାଏଁ ପେର୍ପ-1 ଓଟିଇଟି ପରୀକ୍ଷା ହେବ । ଏହାପରେ ଦିନ 2ଟାରୁ ସାଢେ 4ଟା ଯାଏଁ ପେର୍ପ-୨ ଓଟିଇଟି ପରୀକ୍ଷା ହେବା ନେଇ ଘୋଷଣା କରାଯାଇଥିଲା । ହେଲେ ଆଜି ପୁଣିଥରେ ଏହି ସ୍ପେସାଲ ଓଟିଇଟି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.8 ° C
    28.8 °
    28.8 °
    75 %
    1.2kmh
    72 %
    Thu
    31 °
    Fri
    30 °
    Sat
    31 °
    Sun
    31 °
    Mon
    31 °

    ସମ୍ବନ୍ଧିତ