Sunday, March 22, 2026
21.2 C
Odisha

    ଆୟକର ଦାଖଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ପୂର୍ବରୁ ଆୟକର ଦାଖଲ କରିବାର ସମୟସୀମା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଥିବାବେଳେ ଏବେ ଏହାକୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଅର୍ଥାତ ୪୬ଦିନ ବଢ଼ିଲା ଆୟକର ଦାଖଲ ସମୟସୀମା।

    ଆଇଟିଆର ଫର୍ମରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ, ସିଷ୍ଟମ ଅପଡେଟ ଓ ଟିଡିଏସ୍ କ୍ରେଡିଟ୍ ରିଫ୍ଲେକ୍ସନ ଯୋଗୁଁ ଏହି ଅଧିକ ସମୟ ପ୍ରଦାନ କରାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଆୟକର ଫାଇଲିଂ ସହ ଟିଡିଏସ ରିଟର୍ଣ୍ଣ ମଧ୍ୟ ସହଜ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    46 %
    1.9kmh
    53 %
    Sun
    33 °
    Mon
    35 °
    Tue
    37 °
    Wed
    39 °
    Thu
    38 °

    ସମ୍ବନ୍ଧିତ