Tuesday, March 17, 2026
36.4 C
Odisha

    ଏକାଥରକେ ୧୫ ହଜାର ବଢ଼ିଲା ପୋଲିସଙ୍କ ଦରମା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପୋଲିସ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି କଲେ ସରକାର । କିଛିଦିନ ପୂର୍ବେ ରାଜ୍ୟ ସରକାର ହୋମଗାର୍ଡ ସଂଖ୍ୟାରେ ବୃଦ୍ଧି କରିଥିଲେ । ପୂର୍ବରୁ ଶିକ୍ଷକ, ପୋଲିସବାବୁଙ୍କ ଭତ୍ତା ଟଙ୍କା ବୃଦ୍ଧି ନେଇ ମୋହନ ସରକାର ବଡ଼ ଘୋଷଣା କରିଥିଲେ। କିନ୍ତୁ ଏବେ ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଛି । ସର୍ବନିମ୍ନ ଦରମା ୩୦ ହଜାରରୁ ବଢ଼ି ୪୫ ହଜାର କରାଗଲା । ପୋଲିସବାବୁଙ୍କ ପାରିଶ୍ରମିକ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.4 ° C
    36.4 °
    36.4 °
    19 %
    3.8kmh
    86 %
    Tue
    35 °
    Wed
    36 °
    Thu
    36 °
    Fri
    35 °
    Sat
    33 °

    ସମ୍ବନ୍ଧିତ