Friday, February 27, 2026
24.5 C
Odisha

    ଏନକାଉଣ୍ଟରରେ ମାଓ ନେତା ପାପା ରାଓ ନିହତ

    ଆଗକୁ ପଢନ୍ତୁ

    ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଜାତୀୟ ଉଦ୍ୟାନରେ ଆଜି ସକାଳେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୨ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି। ନିହତ ନକ୍ସଲଙ୍କ ମଧ୍ୟରେ ମାଓ ନେତା ପାପା ରାଓ ରହିଥିବା ଜଣାପଡିଛି। ତେବେ ପୁଲିସ ଏନେଇ କୌଣସି ସ୍ପଷ୍ଟ କରିନାହିଁ। ଯବାନ ଫେରିବା ପରେ ହିଁ ସ୍ପଷ୍ଟ ଜଣାପଡିବ ବୋଲି କହିଛି। ବିଶେଷ ସୂତ୍ରରୁ ଖବର ପାଇ ଜିଲା ପୁଲିସ ଏବଂ ଦିଆରଜି ଯବାନ ଜାତୀୟ ଉଦ୍ୟାନରେ ଚଢ଼ାଉ କରିଥିଲେ। ଆଜି ସକାଳେ ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇ ଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    24 %
    2kmh
    0 %
    Fri
    27 °
    Sat
    35 °
    Sun
    37 °
    Mon
    37 °
    Tue
    38 °

    ସମ୍ବନ୍ଧିତ