Sunday, June 7, 2026
28.6 C
Odisha

    ଏସିରୁ ଵାହାରୁଥିଵା ପାଣିକୁ ଆପଣ ନଷ୍ଟ କରୁଛନ୍ତିକି ?

    ଆଗକୁ ପଢନ୍ତୁ

    ଆପଣଙ୍କ ଏସିରୁ ଵାହାରୁଥିଵା ପାଣିକୁ ଆପଣ ନଷ୍ଟ କରିଦେଉଛନ୍ତି କ ? ଏସିରୁ ଵାହାରୁଥିଵା ପାଣି ଵହୁତ କାମରେ ଆସିଥାଏ । ଏହାକୁ ନଷ୍ଟ ନକରି କାମରେ ଲଗାନ୍ତୁ।

    ACରୁ ଵାହାରୁଥିଵା ପାଣି :-
    ଖରା ଦିନ ଆରମ୍ଭ ହୋଇଯାଇଥିଵାରୁ ଅନେକ ଲୋକ ଏସି ଚଲାଇଵା ଆରମ୍ଭ କରିଦେଲେଣି। ଏସି ଥଣ୍ଡା ହେଵା ଦ୍ଵାରା ସେଥିରୁ ପାଣି ଵାହାରିଥାଏ । ଵହୁ ସମୟରେ ଏହି ପାଣି ନଷ୍ଟ ହୋଇଥାଏ ।

    ACର ପାଣି କିପରି ଵ୍ୟଵହାର କରିଵେ:-
    ଆଜି ଆପଣ କହିଵାକୁ ଯାଉଛୁକି ଏସିରୁ ଵାହାରୁଥିଵା ପାଣିକୁ ଆପଣ କେଉଁଠି କେଉଁଠି ଵ୍ୟଵହାର କରିପାରିଵେ।

    ଗଛିତ କରି ରଖିପାରିଵେ :-
    ଏସି ଚାଲିଵା ଫଳରେ ସେଥିରୁ ଵାହାରୁଥିଵା ପାଣିକୁ ଵଟୋଲରୋ ପୁରାଇ ଷ୍ଟୋର କରି ରଖିପାରିଵେ । ଯାହା ଫଳରେ ଆପଣ ଏହାକୁ ପରେ ଘର ସଫା କାମରେ ଲଗାଇ ପାରିଵେ ।

    କପଡା ସଫା କରିପାରିଵେ :-
    ଏସିରୁ ଵାହାରୁଥିଵା ପାଣିକୁ ଆପଣ କପଡା ସଫାରେ ଵ୍ୟଵହାର କରିପାରିଵେ ଓ ତାସହ ଵସନ ଧୋଇଵାରେ ମଧ୍ୟ ଲଗାଇପାରିଵେ ।

    କୁଲର ପାଇଁ ଉପଯୋଗି :-
    ଏସି ଚାଲିଵା ଫଳରେ ସେଥିରୁ ପାଣି ଵାହାରିଥାଏ ।ଏହି ପାଣିକୁ ଆପଣ କୁଲରରେ ଵ୍ୟଵହାର କରିପାରିଵେ। କୁଲରର ପାଣି ଦେଵା ଦ୍ଵାରା ସେଥିରେ କଳଙ୍କି ଲାଗି ନଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    64 %
    4.1kmh
    100 %
    Sun
    28 °
    Mon
    41 °
    Tue
    42 °
    Wed
    44 °
    Thu
    42 °

    ସମ୍ବନ୍ଧିତ