Thursday, October 1, 2026
24.6 C
Odisha

    ଓଡ଼ିଆ ନବବର୍ଷ ଓ ମହା ବିଷୁବ ସଂକ୍ରାନ୍ତି, ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଜଳଛତ୍ର ଉଦଘାଟିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଆ ନବବର୍ଷ ଓ ମହା ବିଷୁବ ସଂକ୍ରାନ୍ତି ଅବସରରେ କିଟ୍ ଓ କିସ୍ ପକ୍ଷରୁ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ବିଭିନ୍ନ ଛକରେ ଜଳଛତ୍ର ଉଦଘାଟିତ । ପ୍ରତିବର୍ଷ ଡକ୍ଟର ସାମନ୍ତଙ୍କ ଉଦ୍ୟମ କ୍ରମେ ପଣା ସଂକ୍ରାନ୍ତିଠାରୁ କିଟ୍‍ ଓ କିସ୍‍ର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇ ଜନସାଧାରଣଙ୍କୁ ଦହିପାଣି ବଣ୍ଟନର ବ୍ୟବସ୍ଥା କରାଯାଇଥାଏ । ଚଳିତବର୍ଷ ମଧ୍ୟ କିଟ୍‍ ଓ କିସ୍‍ର ବିଭିନ୍ନ ଛକ ସ୍ଥାନରେ ଖୋଲାଯାଇଥିବା ଜଳଛତ୍ରକୁ ଡକ୍ଟର ସାମନ୍ତ ଉଦ୍‍ଘାଟନ କରିଥିଲେ । ଖରାକୁ ଲକ୍ଷ୍ୟ କରି ଆସନ୍ତା ଦେଢ଼ମାସ ପର୍ଯ୍ୟନ୍ତ ଏହି ଜଳଛତ୍ର ଗୁଡ଼ିକରେ ଦହିପାଣି ବଣ୍ଟନର ବ୍ୟବସ୍ଥା କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.6 ° C
    24.6 °
    24.6 °
    83 %
    1.4kmh
    22 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ