Tuesday, July 15, 2025
28.4 C
Odisha

    ଓମିକ୍ରନରୁ ବଞ୍ଚାଇବ ଏହି ଜୁସ୍‌

    ଆଗକୁ ପଢନ୍ତୁ

    ଦେଶରେ ପ୍ରତିଦିନ ଓମିକ୍ରନ୍ ମାମଲା ବଢ଼ୁଥିବାରୁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ଏମିତିରେ ପ୍ରତିଦିନ ଜୁସ୍ ପିଇବା ମଧ୍ୟ ଆମ ସ୍ୱାସ୍ଥ୍ର ପକ୍ଷେ ନିହାତି ଜରୁରୀ । ତେବେ ଆସନ୍ତୁ ଜାଣିବା କେଉଁ ଜୁସ୍ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟୀ ।

    ଷ୍ଟ୍ରୋବେରୀ ଓ କିବି ଜୁସ୍‌: ଶୀତଦିନେ ଷ୍ଟ୍ରୋବେରୀ ସହଜରେ ମିଳିଥାଏ । ସେଥିପାଇଁ ଷ୍ଟ୍ରୋବେରୀ ଓ କିବି ଜୁସ୍ ପିଇଲେ ଆପଣ ସୁସ୍ଥ ଓ ନିରାମୟ ରହିବେ । ଏଥିସହିତ ଏହି ଜୁସ୍ ଦୈନିକ ପିଇଲେ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ିବ ।

    ଟମାଟର ସୁପ୍‌: ଶୀତଦିନେ ଲୋକେ ଟମାଟୋ ସୁପକୁ ଖାଦ୍ୟପେୟରେ ସାମିଲ କରିଥାନ୍ତି । ଟମାଟୋ ସୁପରେ ପ୍ରଚୁର ପରିମାଣରେ ଭିଟାମିନ ସି ରହିଥାଏ । ଏହାକୁ ସେବନ କଲେ ସଂକ୍ରମଣରୁ ସୁରକ୍ଷା ମିଳିବା ସହ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ିଥାଏ । ଅନ୍ୟପଟେ ଏହି ସୁପ୍ ଓଜନ କମ୍ କରିବାରେ ମଧ୍ୟ ସହାୟକ ହୋଇଥାଏ ।

    ଗାଜର ଜୁସ୍‌: ଶୀତଦିନେ ଅଧିକାଂଶ ଲୋକ ଗାଜର ସେବନ କରିଥାନ୍ତି । ଗାଜର ଖାଇଲେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିବା ସହ ଦୃଷ୍ଟି ଶକ୍ତି ମଧ୍ୟ ବଢ଼ିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.4 ° C
    28.4 °
    28.4 °
    71 %
    1.9kmh
    100 %
    Tue
    31 °
    Wed
    32 °
    Thu
    32 °
    Fri
    31 °
    Sat
    31 °

    ସମ୍ବନ୍ଧିତ