Tuesday, July 7, 2026
31.2 C
Odisha

    ଓମିକ୍ରନରୁ ବଞ୍ଚାଇବ ଏହି ଜୁସ୍‌

    ଆଗକୁ ପଢନ୍ତୁ

    ଦେଶରେ ପ୍ରତିଦିନ ଓମିକ୍ରନ୍ ମାମଲା ବଢ଼ୁଥିବାରୁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ଏମିତିରେ ପ୍ରତିଦିନ ଜୁସ୍ ପିଇବା ମଧ୍ୟ ଆମ ସ୍ୱାସ୍ଥ୍ର ପକ୍ଷେ ନିହାତି ଜରୁରୀ । ତେବେ ଆସନ୍ତୁ ଜାଣିବା କେଉଁ ଜୁସ୍ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟୀ ।

    ଷ୍ଟ୍ରୋବେରୀ ଓ କିବି ଜୁସ୍‌: ଶୀତଦିନେ ଷ୍ଟ୍ରୋବେରୀ ସହଜରେ ମିଳିଥାଏ । ସେଥିପାଇଁ ଷ୍ଟ୍ରୋବେରୀ ଓ କିବି ଜୁସ୍ ପିଇଲେ ଆପଣ ସୁସ୍ଥ ଓ ନିରାମୟ ରହିବେ । ଏଥିସହିତ ଏହି ଜୁସ୍ ଦୈନିକ ପିଇଲେ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ିବ ।

    ଟମାଟର ସୁପ୍‌: ଶୀତଦିନେ ଲୋକେ ଟମାଟୋ ସୁପକୁ ଖାଦ୍ୟପେୟରେ ସାମିଲ କରିଥାନ୍ତି । ଟମାଟୋ ସୁପରେ ପ୍ରଚୁର ପରିମାଣରେ ଭିଟାମିନ ସି ରହିଥାଏ । ଏହାକୁ ସେବନ କଲେ ସଂକ୍ରମଣରୁ ସୁରକ୍ଷା ମିଳିବା ସହ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ିଥାଏ । ଅନ୍ୟପଟେ ଏହି ସୁପ୍ ଓଜନ କମ୍ କରିବାରେ ମଧ୍ୟ ସହାୟକ ହୋଇଥାଏ ।

    ଗାଜର ଜୁସ୍‌: ଶୀତଦିନେ ଅଧିକାଂଶ ଲୋକ ଗାଜର ସେବନ କରିଥାନ୍ତି । ଗାଜର ଖାଇଲେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିବା ସହ ଦୃଷ୍ଟି ଶକ୍ତି ମଧ୍ୟ ବଢ଼ିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.2 ° C
    31.2 °
    31.2 °
    66 %
    3.8kmh
    79 %
    Tue
    31 °
    Wed
    31 °
    Thu
    32 °
    Fri
    29 °
    Sat
    26 °

    ସମ୍ବନ୍ଧିତ