Saturday, June 27, 2026
25.6 C
Odisha

    କଟକରେ ବାୟୁ ଗୁଣବତ୍ତାର ଅବନତି ରୋକିବା ପାଇଁ କଟକଣା ଲାଗୁ

    ଆଗକୁ ପଢନ୍ତୁ

    କଟକ : କଟକ ଜିଲ୍ଲାରେ ବାୟୁ ଗୁଣବତ୍ତା ଖରାପ ହେଉଥିବାରୁ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ତୁରନ୍ତ କିଛି କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାମ ନିଷେଧ, ଭଙ୍ଗା ଓ ମାଟି କାର୍ଯ୍ୟ ପୂରାପୂରି ବନ୍ଦ, ଖୋଲାରେ ଅଳିଆ/କୋଇଲା ପୋଡ଼ିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ରାସ୍ତାରେ ଦିନକୁ ଅତି କମରେ ୩ ଥର ପାଣି ସିଞ୍ଚନ, ତାରପୋଲିନ୍ ବିନା ଟ୍ରକ ଚଳାଚଳ ଉପରେ ନିଷେଧ ଓ ଅନୁମତି ବିନା ଇଟାଭାଟି/ପ୍ଲାଣ୍ଟ ଚାଲୁ ରଖିବାକୁ ମନା କରାଯାଇଛି । ଏହି ନିର୍ଦ୍ଦେଶ ୭ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ଓ ଉଲ୍ଲଂଘନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କଟକ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    90 %
    1kmh
    100 %
    Fri
    26 °
    Sat
    37 °
    Sun
    36 °
    Mon
    36 °
    Tue
    30 °

    ସମ୍ବନ୍ଧିତ