Tuesday, January 13, 2026
27.1 C
Odisha

    କଟକ ଡ଼ମଡମଣି ଡ୍ୟାମରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    କଟକ: କଟକ ଜିଲ୍ଲା ମଙ୍ଗରାଜପୁର ଡ଼ମଡମଣି ଡ୍ୟାମରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଡ୍ୟାମକୁ ୫ଜଣ ଛାତ୍ର ବୁଲିବାକୁ ଆସିଥିବାବେଳେ ଏହି ଅଘଟଣ ଘଟିଛି। ଡ୍ୟାମରେ ୩ ଜଣ ବୁଡ଼ି ଯାଇଥିଲେ। ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ସମସ୍ତେ କଟକ ଷ୍ଟୁଆର୍ଟ କଲେଜର ଯୁକ୍ତ ଦୁଇ ଛାତ୍ର ବୋଲି ସୂଚନା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.1 ° C
    27.1 °
    27.1 °
    21 %
    4.2kmh
    0 %
    Tue
    25 °
    Wed
    28 °
    Thu
    29 °
    Fri
    29 °
    Sat
    30 °

    ସମ୍ବନ୍ଧିତ