Friday, October 2, 2026
23.8 C
Odisha

    କଟକ ଡ଼ମଡମଣି ଡ୍ୟାମରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    କଟକ: କଟକ ଜିଲ୍ଲା ମଙ୍ଗରାଜପୁର ଡ଼ମଡମଣି ଡ୍ୟାମରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଡ୍ୟାମକୁ ୫ଜଣ ଛାତ୍ର ବୁଲିବାକୁ ଆସିଥିବାବେଳେ ଏହି ଅଘଟଣ ଘଟିଛି। ଡ୍ୟାମରେ ୩ ଜଣ ବୁଡ଼ି ଯାଇଥିଲେ। ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ସମସ୍ତେ କଟକ ଷ୍ଟୁଆର୍ଟ କଲେଜର ଯୁକ୍ତ ଦୁଇ ଛାତ୍ର ବୋଲି ସୂଚନା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ