Friday, October 2, 2026
23.8 C
Odisha

    କଟକ ବାଲିଯାତ୍ରାରେ ବାସୀ ଖାଦ୍ୟ ଯାଞ୍ଚ

    ଆଗକୁ ପଢନ୍ତୁ

    କଟକ  :  କଟକ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲରେ ଖାଦ୍ୟ ସୁରକ୍ଷା ୟୁନିଟ ପକ୍ଷରୁ ଚଢାଉ କରାଯାଇଛି । ସିଏମସି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ନେତୃତ୍ୱରେ ବିଭିନ୍ନ ଖାଦ୍ୟ ଷ୍ଟଲ ଉପରେ ଚଢାଉ କରାଯାଇ ଖାଦ୍ୟର ମାନ ଯାଞ୍ଚ କରାଯାଇଛି । କିଛି ବାସୀ ଖାଦ୍ୟକୁ ଠାବ କରାଯାଇ ଫିଙ୍ଗିଛି ଖାଦ୍ୟ ସୁରକ୍ଷା ୟୁନିଟ୍‌ । ଅପମିଶ୍ରିତ ଓ ବାସୀ ଖାଦ୍ୟ ଯାଞ୍ଚ କରୁଛି ଟିମ୍‌ । ମାନ ଖରାପ ଥିବାରୁ ଖାଦ୍ୟକୁ ନଷ୍ଟ କରିଛି ଟିମ୍‌ । ବାଲିଯାତ୍ରାରେ ପ୍ରତି ସନ୍ଧ୍ୟାରେ ପ୍ରବଳ ଗହଳି ଲାଗୁଥିବା ବେଳେ ବାସୀ ଖାଦ୍ୟ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା । ଯାହାକୁ ଦୃଷ୍ଟିରେ ରଖି ସିଏମସିର ସ୍ୱାସ୍ଥ୍ୟ ବିଭାଗ ଚଢାଉ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ