Saturday, April 11, 2026
24 C
Odisha

    କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୋଟ୍‌ ଦେଲେ ସଲମାନ

    ଆଗକୁ ପଢନ୍ତୁ

    ବୁଧବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୨୮୮ଟି ଆସନ ପାଇଁ ଭୋଟ୍‌ ଗ୍ରହଣ କରାଯାଉଛି। ସମସ୍ତ ବଲିଉଡ୍‌ ଷ୍ଟାର୍‌ ମଧ୍ୟ ଭୋଟ୍‌ ଦେଇ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି। ସୁପରଷ୍ଟାର ସଲମାନ ଖାନ୍‌ ମୁମ୍ବାଇରେ ଭୋଟ୍‌ ଦେଇଛନ୍ତି। ଧୂସର ରଙ୍ଗର ଟି-ଶର୍ଟ, କଳା କ୍ୟାପ୍‌ ଏବଂ କଳା ଚଷମା ପିନ୍ଧି ସଲମାନ ‘ସିକନ୍ଦର’ ଲୁକ୍‌ରେ ଭୋଟ୍‌ ଦେବାକୁ ଆସିଥିଲେ। ସେ ବାନ୍ଦ୍ରା ଓ୍ବେଷ୍ଟର ମତଦାନ କେନ୍ଦ୍ରରେ ନିଜର ଭୋଟ୍‌ ଦେଇଛନ୍ତି। ଏହି ସମୟ ମଧ୍ୟରେ ସୁପରଷ୍ଟାରଙ୍କୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଥିବାର ଦେଖିବାକୁ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    48 %
    1.4kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ