Sunday, September 27, 2026
22.6 C
Odisha

    ରାଜ୍ୟରେ ୧୧ଟି ପ୍ରସ୍ତାବକୁ କ୍ୟାବିନେଟରେ ମୋହର

    ଆଗକୁ ପଢନ୍ତୁ

    ଭୁବନେଶ୍ଵର  :  ରାଜ୍ୟରେ ୧୧ଟି ପ୍ରସ୍ତାବକୁ କ୍ୟାବିନେଟରେ ମୋହର । ଏନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ। ୫ଟି ବିଭାଗର ୧୧ଟି ପ୍ରସ୍ତାବ କ୍ୟାବିନେଟରେ ପାରିତ ହୋଇଛି । ୩୪୦୦ କୋଟି ଟଙ୍କାର ଅଟଳ ବସ ଷ୍ଟାଣ୍ତ  ଯୋଜନା ପାରିତ ମଧ୍ୟ ହୋଇଛି । ଯୋଜନାରେ ପର୍ଯ୍ୟାୟକ୍ରମେ ୩୧୮ଟି ବସଷ୍ଟାଣ୍ତ ସାମିଲ କରାଯିବ। ପାର୍ବତୀ ଗିରି ମେଗା ଜଳ  ପ୍ରକଳ୍ପକୁ ଗୁରୁତ୍ଵ ଦିଆଯିବ । ଜଳ ସମ୍ପଦ ବିଭାଗର ୫ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.6 ° C
    22.6 °
    22.6 °
    96 %
    1.5kmh
    65 %
    Sat
    22 °
    Sun
    29 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ