ଖବରଦେଶ-ବିଦେଶବାଣିଜ୍ୟ କମିଲା ରେପୋ ରେଟ୍, କମିବ ଇଏମଆଇ ସୁଧ ହାର By Hemant December 5, 2025 9 0 ଆଗକୁ ପଢନ୍ତୁ ତ୍ୱଚାକୁ ଗୋରା ଓ ଉଜ୍ଜ୍ୱଳ କରିବା ପାଇଁ ବ୍ୟବହାର କରନ୍ତୁ ଆଳୁ ପ୍ରତିଦିନ ହାଇ ହିଲ୍ ପିନ୍ଧୁଛନ୍ତି କି? ଜାଣନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ କିପରି କ୍ଷତି ପହଞ୍ଚାଏ ପରଲୋକରେ ଓଡ଼ିଶାର ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁ ଖରାଦିନେ ଖାଆନ୍ତୁ ପୋଟଳ,ଦୂର ହେବ ସ୍ୱାସ୍ଥ୍ୟ ସମସ୍ୟା Hemant ନୂଆଦିଲ୍ଲୀ : ରେପୋ ରେଟ୍ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ । କମିବ ଇଏମଆଇ ସୁଧ ହାର । ମନିଟାରୀ ପଲିସ କମିଟି ବୈଠକ ପରେ ରେପୋ ରେଟ୍ ହ୍ରାସ ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର ସଂଜୟ ମାଲହୋତ୍ରା । ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି ଆରବିଆଇ । ୨୫ ବେସିସ୍ ପଏଣ୍ଟ ହ୍ରାସ ପରେ ୫.୨୫ ପ୍ରତିଶତ ହୋଇଛି ରେପୋ ରେଟ୍ । ସାଧାରଣ ଲୋକଙ୍କ ପାଇଁ ଏହା ବଡ଼ ଆଶ୍ବସ୍ତି । ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ଲୋନ୍ ଏବଂ EMI ଉପରେ ପଡିବ । EMI ଶସ୍ତା ହେବ । ରେପୋ ରେଟ୍ କମିବା ଦ୍ୱାରା ବ୍ୟାଙ୍କଗୁଡିକ ଗୃହ ଋଣ ଏବଂ ଗାଡ଼ି ଋଣ ଉପରେ ସୁଧ ହାର କମାଇବେ । ଫଳରେ ଆପଣଙ୍କ ମାସିକ କିସ୍ତି ବା EMI କମିଯିବ। ଯଦି ଆପଣ ୫୦ ଲକ୍ଷ ଟଙ୍କାର ଗୃହ ଋଣ ୨୦ ବର୍ଷ ପାଇଁ ନେଇଛନ୍ତି, ତେବେ ଆପଣଙ୍କର ବାର୍ଷିକ ପ୍ରାୟ ୪,୨୦୦ ଟଙ୍କା ସଞ୍ଚୟ ହେବ। ମୋଟ ସୁଧ ଉପରେ ଆପଣ ପ୍ରାୟ ୧ଲକ୍ଷ ୨୦ ହଜାର ଟଙ୍କା ବଞ୍ଚାଇ ପାରିବେ। ୧୦ ଲକ୍ଷ ଟଙ୍କାର ଗାଡ଼ି ଋଣ ଉପରେ ମାସକୁ ପ୍ରାୟ ୫୦୦ ଟଙ୍କା କମିପାରେ । ଯେଉଁ ଗ୍ରାହକମାନଙ୍କର ଲୋନ୍ ରେପୋ ରେଟ୍ ସହିତ ଯୋଡ଼ା ହୋଇଛି, ସେମାନେ ତୁରନ୍ତ ଏହାର ଲାଭ ପାଇବେ । ସେହିପରି ଋଣ ଶସ୍ତା ହେବା ସହିତ ଫିକ୍ସ ଡିପୋଜିଟ୍ ବା FD ଉପରେ ମିଳୁଥିବା ସୁଧ ହାର ମଧ୍ୟ ସାମାନ୍ୟ କମିପାରେ । Continue Reading ଖବରଦେଶ-ବିଦେଶବାଣିଜ୍ୟ TagsnationalRBI cut repo rate Share FacebookTwitterPinterestWhatsApp Previous articleଫେବୃଆରୀ ୧୯ରେ ମାଟ୍ରିକ ପରୀକ୍ଷା, ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅଧିକ ୧୫ ମିନିଟ୍Next articleଖାଇବା ପରେ ତୁରନ୍ତ କରନ୍ତୁ ନାହିଁ ଏହିସବୁ କାମ, ଦେଖାଦେଇପାରେ ଅନେକ ସମସ୍ୟା ଅନ୍ୟାନ୍ୟ ଖବର ଏବେ ଏଟିଏମ୍ ଏବଂ ୟୁପିଆଇ ମାଧ୍ୟମରେ ଉଠାଇପାରିବେ ପିଏଫ୍ ଟଙ୍କା ! ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ‘ଅମରାବତୀ’, ସରକାର ଜାରି କଲେ ନୋଟିଫିକେସନ ପ୍ରବାସୀ ଶ୍ରମିକଙ୍କ ପାଇଁ ବଢ଼ିଲା ସୁବିଧା, ଏଣିକି କୋଟାରେ ମିଳିବ ଗ୍ୟାସ୍ ସିଲିଣ୍ଡର ବାଲୁକା କଳା ମାଧ୍ୟମରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସଲାମ କଲେ ସୁଦର୍ଶନ ଯାଜପୁର ଗୁଳିକାଣ୍ଡରେ SCBରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ, ପତ୍ନୀଙ୍କ ହାତ ଥିବା ଅଭିଯୋଗ ଆଣିଲେ ପରିବାର ପାଣିପାଗ Odisha scattered clouds enter location 35.3 ° C 35.3 ° 35.3 ° 26 % 3.2kmh 50 % Tue 34 ° Wed 39 ° Thu 37 ° Fri 39 ° Sat 39 ° ସମ୍ବନ୍ଧିତ ଏବେ ଏଟିଏମ୍ ଏବଂ ୟୁପିଆଇ ମାଧ୍ୟମରେ ଉଠାଇପାରିବେ ପିଏଫ୍ ଟଙ୍କା ! ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ‘ଅମରାବତୀ’, ସରକାର ଜାରି କଲେ ନୋଟିଫିକେସନ ଆସନ୍ତୁ ଜାଣିବା ଖରାଦିନେ ଅଙ୍ଗୁର ଖାଇବାର ଲାଭ ଭୋଟ୍ ପାଇଁ ନେତାଙ୍କ ଥୋପ ନୋଟ୍ ଓ ବୋତଲ : ପଶ୍ଟିମବଙ୍ଗରୁ ୫୫ କୋଟି ଟଙ୍କାର ମଦ ଜବତ୍