Saturday, March 21, 2026
27.2 C
Odisha

    କମିଲା ଶୀତ, ବଢିଲା ତାପମାତ୍ରା; ରାଜଧାନୀରେ ଛୁଇଁଲା ୩୦ ଡିଗ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କମିଲା ଶୀତ, ବଢିଲା ତାପମାତ୍ରା । ରାଜଧାନୀରେ ୩୦ ଡିଗ୍ରୀ ଛୁଇଁଲା ରାତି ତାପମାତ୍ରା । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ପରେ ପ୍ରଥମ ଥର ବଢ଼ିଲା ରାତି ତାପମାତ୍ରା । ଉତ୍ତର ପଶ୍ଚିମକୁ ପ୍ରଭାବିତ କରିବ ପଶ୍ଚିମା ଝଡ଼ । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ପରେ ପ୍ରଥମ ଥର ବଢ଼ିଲା ରାତି ତାପମାତ୍ରା । ଭୁବନେଶ୍ବରରେ ୩୦, ନବରଙ୍ଗପୁରରେ ୩୦.୮, ଟିଟିଲାଗଡ଼ରେ ୩୦.୫, ଭବାନୀପାଟଣାରେ ୩୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଗକୁ ପାରଦ ୫ରୁ ୫ ଡିଗ୍ରୀ ସେଲସିୟସ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାତି ତାପମାତ୍ରା ବଢିଲେ ଶୀତ କମିଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.2 ° C
    27.2 °
    27.2 °
    48 %
    0.4kmh
    11 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ