Thursday, September 17, 2026
24.8 C
Odisha

    କାରକୁ ଧକ୍କା ଦେଲା ଯାତ୍ରୀବାହି ବସ୍, ଘଟଣାସ୍ଥଳରେ ଉତ୍ତେଜନା

    ଆଗକୁ ପଢନ୍ତୁ

    ଭଦ୍ରକ : ୧୬ ନମ୍ବର ଜାତୀୟ ରାଜପଥ ଗେଲପୁର ଛକ ନିକଟରେ କାରକୁ ପଛରୁ ଧକ୍କା ଦେଲା ଯାତ୍ରୀବାହି ବସ । ଧକ୍କା ଦେଇ କାରକୁ ଘୋଷାଡ଼ି ନେଇଥିଲା । ବିଳମ୍ବିତ ରାତିରେ ଚଣ୍ଡିଖୋଲରୁ ବାଲେଶ୍ୱର ଅଭିମୁଖେ ଗୋଟିଏ କାରରେ ୪ ଜଣ ବ୍ୟକ୍ତି ଆସୁଥିଲା ବେଳେ ପଛରୁ ଏକ ଦ୍ରୁତଗାମୀ ଯାତ୍ରୀବାହି ବସ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ଛକ ନିକଟ ର ଧକ୍କା ଦେଇଥିଲା । କାରର ପଛ ଭାଗ ନଷ୍ଟ ହୋଇ ଯାଇଥିଲେ ମଧ୍ୟ କେହି ଆହତ ହୋଇ ନାହାନ୍ତି । ବସ -କାର ଡ୍ରାଇଭରଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଯାହା ଫଳରେ କିଛି ସମୟ ପାଇଁ ସେହି ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    85 %
    1kmh
    5 %
    Thu
    32 °
    Fri
    31 °
    Sat
    32 °
    Sun
    30 °
    Mon
    31 °

    ସମ୍ବନ୍ଧିତ