Sunday, September 20, 2026
24.1 C
Odisha

    କାର୍ତ୍ତିକ ବ୍ରତ ଉପଲକ୍ଷେ ୩ଦିନ ହାଇକୋର୍ଟ ଛୁଟି

    ଆଗକୁ ପଢନ୍ତୁ

    କଟକ   :  ଓଡ଼ିଶା ହାଇକୋର୍ଟ ସୋମବାର କାର୍ତ୍ତିକ ବ୍ରତ ଉପଲକ୍ଷେ ଛୁଟି ରହିବ। ଏହି ଛୁଟି ପ୍ରତିବଦଳରେ ନଭେମ୍ବର ୨୯ (ଶନିବାର)କୁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି। ଏ ସଂକ୍ରାନ୍ତରେ ରେଜିଷ୍ଟ୍ରାର (ନ୍ୟାୟିକ)ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପକ୍ଷରେ ହାଇକୋର୍ଟ କ୍ୟାଲେଣ୍ଡରରେ ନଭେମ୍ବର ୪ ଧବଳେଶ୍ବର ପୂଜା ବା ବଡ଼ଓଷା ଏବଂ ୫ରେ ରାସ ପୂର୍ଣ୍ଣିମା ହେତୁ ପୂର୍ବରୁ ଛୁଟି ରହିଛି। ତେଣୁ ହାଇକୋର୍ଟ ୩ରୁ ୫ ତାରିଖ ଯାଏଁ ତିନି ଦିନ ଛୁଟି ରହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.1 ° C
    24.1 °
    24.1 °
    96 %
    1.7kmh
    93 %
    Sat
    24 °
    Sun
    30 °
    Mon
    29 °
    Tue
    30 °
    Wed
    27 °

    ସମ୍ବନ୍ଧିତ