Thursday, September 17, 2026
30 C
Odisha

    କାର ଉପରେ ମାଡ଼ିଗଲା ହାଇଓ୍ବା, ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାତି ଅଧରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚନ୍ଦକା ଥାନା ଭୋଳା ଛକ ନିକଟରେ ଦାମୀ କାର ଉପରେ ମାଡ଼ିଗଲା ହାଇଓ୍ବା । ଦୁର୍ଘଟଣାରେ ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଭୋଳା ଆପାର୍ଟମେଣ୍ଟ ସାମ୍ନାରେ ଘଟିଛି ଏହି ଦୁର୍ଘଟଣା । ଦୁଇ ମୃତକ ସେହି ସ୍ଥାନୀୟ ଏକ ଆପାର୍ଟମେଣ୍ଟରେ ରହୁଥିବା ସୂଚନା ମିଳିଛି । ରାତିରେ ପାର୍ଟି ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30 ° C
    30 °
    30 °
    71 %
    0.9kmh
    55 %
    Thu
    29 °
    Fri
    32 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ