Friday, August 28, 2026
29.8 C
Odisha

    ଜମିବାଡି ବିବାଦ, ହୋମିଓପାଥି ଡାକ୍ତରଙ୍କୁ ସଂଘବଦ୍ଧ ହୋଇ ମାରିଦେଇଥିବା ଅଭିଯୋଗ

    ଆଗକୁ ପଢନ୍ତୁ

     

    ଗୁରୁବାର ବିଳମ୍ବିତ ରାତିରେ ଗୋଲକ ଏବଂ ତାଙ୍କ ବଡ ଭାଇ ଅଭୟଙ୍କ ମଧ୍ୟରେ ପୂର୍ବ ଜମିବାଡ଼ି ବିବାଦକୁ ନେଇ ପାଟିତୁଣ୍ଡ ହୋଇଥିଲା ।  ଗଣ୍ଡଗୋଳ ବଢ଼ିବାରୁ ଅଭୟ ଏବଂ ତାଙ୍କ ପରିବାରର ଅନ୍ୟ ମାନେ ମିଶି ଗୋଲକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଗୋଲକ ଅଚେତ୍ ହୋଇ ତଳେ ପଡିଯିବା ପରେ ମଧ୍ୟ ଆକ୍ରମଣକାରୀ ତାଙ୍କୁ ମାଡ ମାରି ଚାଲିଥିଲେ ।  ଗୁରୁତର ଅବସ୍ଥାରେ ପରିବାର ଲୋକେ ଗୋଲକଙ୍କୁ ପ୍ରଥମେ ମହାକାଳପଡା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡା ମୁଖ୍ଯ ଚିକିତ୍ସାଳୟକୁ ନେଇଥିଲେ । କିନ୍ତୁ ତାଙ୍କୁ ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।  ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଅଭୟଙ୍କ ସମେତ ମୋଟ ୪ ଜଣଙ୍କୁ ଅଟକ ରଖିଛି ।

     

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.8 ° C
    29.8 °
    29.8 °
    70 %
    4.6kmh
    91 %
    Fri
    29 °
    Sat
    30 °
    Sun
    27 °
    Mon
    27 °
    Tue
    23 °

    ସମ୍ବନ୍ଧିତ