Sunday, April 12, 2026
31.2 C
Odisha

    କାଳିଆ ବଢାଇଲା ବାଘବଂଶ, ଶିମିଳିପାଳର କଳା ବାଘକୁ ନେଇ ଚର୍ଚ୍ଚା

    ଆଗକୁ ପଢନ୍ତୁ

    ଶିମିଳିପାଳ  :  ଶିମିଳିପାଳର କଳା ମହାବଳ ବାଘ କାଳିଆକୁ ନେଇ ଚର୍ଚ୍ଚା । ଅଭୟାରଣ୍ୟରେ ବୁଲୁଥିବାର ଦୃଶ୍ୟ କଏଦ ହୋଇଛି । ପୂର୍ବତନ ପିସିସିଏଫ ସୁଶାନ୍ତ ନନ୍ଦ ସୋସିଆଲ ମିଡିଆ ସାଇଟ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଶିମିଳିପାଳ ଅଭୟାରଣ୍ୟରେ ବାଘ ସଂଖ୍ୟାକୁ ସଙ୍କଟରୁ ଫେରାଇ ଆଣିବାରେ କାଳିଆର ଅବଦାନ ରହିଛି ।

    ପୁରୁଷ ବାଘ କାଳିଆ ଅନେକ ଛୁଆଙ୍କର ପିତା ହୋଇଛି । ଯାହା ବାଘ ସଂଖ୍ୟାକୁ ୬ରୁ ୩୦କୁ ବଢ଼ାଇଛି । ୨୦୧୬ ରୁ ୨୦୧୮ ମଧ୍ୟ ରେ ଏହି ପ୍ରକଳ୍ପରେ ୬ ରୁ ୮ ବାଘ ରହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.2 ° C
    31.2 °
    31.2 °
    15 %
    1.2kmh
    0 %
    Sun
    33 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ