Sunday, July 5, 2026
24.3 C
Odisha

    ମିଳିନି ଦରମା, ଦୁଇଦିନ ଧରି ଧାରଣାରେ ବସିଛନ୍ତି ୧୧୨ ଏମରଜେନ୍ସି କଲ୍ ସେଣ୍ଟରର କର୍ମଚାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଦରମା ନମିଳିବାରୁ ତୀବ୍ର ଅସନ୍ତୋଷ ।  ଦୁଇଦିନ ହେବ ଧାରଣାରେ ବସିଛନ୍ତି ୧୧୨ ଏମରଜେନ୍ସି କଲ୍ ସେଣ୍ଟରର କର୍ମଚାରୀ ।  ୧୦୦ରୁ ଅଧିକ କର୍ମଚାରୀ ଧାରଣାରେ ବସିଛନ୍ତି ।  ରାଜ୍ୟ ଜରୁରୀକାଳୀନ ସେବା ସଞ୍ଚଳନ କେନ୍ଦ୍ର ଅଫିସ ସମ୍ମୁଖରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଧାରଣା ଆଜି ମଧ୍ୟ ଜାରି ରହିଛି  ।  ୫ ମାସର ବକେୟା ଦରମା ଓ ୧୪ ମାସର EPF ଟଙ୍କା ନ ମିଳିଥିବା ସହ ଉଚ୍ଚ ପଦାଧିକାରୀଙ୍କ ଅତ୍ୟାଚାର ଅଭିଯୋଗ ଆଣିଛନ୍ତି କର୍ମଚାରୀ ।  ପୂର୍ବରୁ ୩ଟି ସିଫ୍ଟରେ ପ୍ରାୟ ୧୮୦ ଜଣ କର୍ମଚାରୀ କାମ କରୁଥିବା ବେଳେ, ବର୍ତ୍ତମାନ କେବଳ ୧୮ ଜଣଙ୍କ ଦ୍ୱାରା କଲ୍ ସେଣ୍ଟର ଚାଲୁଛି ।  ଫଳରେ ଅନେକ ଜରୁରୀ କଲ୍ ଡ୍ରପ୍ ହେଉଥିବା ଅଭିଯୋଗ ଆସିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.3 ° C
    24.3 °
    24.3 °
    96 %
    2.6kmh
    99 %
    Sat
    24 °
    Sun
    24 °
    Mon
    29 °
    Tue
    31 °
    Wed
    31 °

    ସମ୍ବନ୍ଧିତ