Friday, April 3, 2026
39.1 C
Odisha

    କାହିଁକି ଦେଲନି ମଧ୍ୟାହ୍ନ ଭୋଜନ, ବୌଦ୍ଧ ଜିଲ୍ଲାର ୫୬ଟି ସ୍କୁଲକୁ କାରଣ ଦର୍ଶାଅ ନୋଟିସ

    ଆଗକୁ ପଢନ୍ତୁ

    ବୌଦ୍ଧ: ସ୍ଵାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ନ ଦେବା ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଡିଛି ମହଙ୍ଗା । ବୌଦ୍ଧ ଜିଲ୍ଲାରେ ୫୬ଟି ବିଦ୍ୟାଳୟକୁ ଜାରିହେଲା କାରଣ ଦର୍ଶାଅ ନୋଟିସ । ଜିଲ୍ଲାର ତିନୋଟି ବ୍ଲକର ଶିକ୍ଷା ଅଧିକାରୀଙ୍କୁ ନୋଟିସ ଜାରି କଲେ ଜିଲ୍ଲା ଶିକ୍ଷାଅଧିକାରୀ । ହରଭଙ୍ଗା ବ୍ଲକର ୩୩ଟି , ବୌଦ୍ଧ ବ୍ଲକର ୧୫ଟି ,କଣ୍ଟାମାଳ ବ୍ଲକର ୮ଟି ସ୍କୁଲକୁ ଜାରି ହୋଇଛି ନୋଟିସ ।

    ସାତ ଦିନ ମଧ୍ୟରେ ଏସ୍‌ଏମ୍‌ସି କମିଟି ଆଗରେ ପ୍ରମାଣ ରଖିବାକୁ କୁହାଯାଇଛି । ୧୫ତାରିଖରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦେବା ସହ ପ୍ରମାଣ ସ୍ୱରୂପ ଫୋଟୋ ଭିଡିଓ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ