Friday, October 31, 2025
22.5 C
Odisha

    କିଟ୍ ବିରୋଧରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଖବର ପ୍ରସାରଣକୁ ନେଇ ଅସନ୍ତୋଷ, କେନ୍ଦ୍ରାପଡ଼ା ନାଗରିକ ମଞ୍ଚର କଡ଼ା ନିନ୍ଦା

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା : କିଟ୍ ବିଶ୍ବବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଏକ ନିର୍ଦିଷ୍ଟ ଗଣମାଧ୍ୟମ ଆକ୍ଷେପମୂଳକ ଭାବେ ଖବର ପ୍ରସାରଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି କେନ୍ଦ୍ରାପଡ଼ା ନାଗରିକ ମଞ୍ଚ । କିଟ୍ ଓ କିସ୍ ହେଉଛି ଓଡ଼ିଶାର ଅସ୍ମିତା, ତାର ଗୌରବକୁ ବଦନାମ କରାଯାଉଥିବା ପ୍ରେସମିଟରେ ଅଭିଯୋଗ କରାଯାଇଛି । ଏଥିସହ କିଟ୍ ପ୍ରତିଷ୍ଠାତାଙ୍କୁ ଜାଣି ଶୁଣି ବଦନାମ କରିବା ପାଇଁ ଏକ ହିନ ଚକ୍ରାନ୍ତ କରୁଛି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ । ଏହାକୁ ନେଇ କେନ୍ଦ୍ରାପଡ଼ା ନାଗରିକ ମଞ୍ଚ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.5 ° C
    22.5 °
    22.5 °
    95 %
    1.6kmh
    69 %
    Fri
    29 °
    Sat
    28 °
    Sun
    28 °
    Mon
    28 °
    Tue
    27 °

    ସମ୍ବନ୍ଧିତ