Thursday, March 26, 2026
24.8 C
Odisha

    କିପରି ଜାଣିବେ ଆପଣ ମଧୁମେହ ରୋଗୀ କି ନୁହେଁ

    ଆଗକୁ ପଢନ୍ତୁ

    ବିଶ୍ୱର ଅଧିକାଂଶ ଲୋକ ମଧୁମେହରେ ଆକ୍ରାନ୍ତ। ସେଥି ମଧ୍ୟରୁ ୫ ଭାଗ ଆମ ଭାରତୀୟ। ଯେଉଁମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ଥାଏ ସେହିମାନଙ୍କ ଠାରେ ମଧ୍ୟ ଏହାର ଲକ୍ଷଣ ଦେଖାଯାଇଥାଏ। ତେବେ ଅନେକ ବ୍ୟକ୍ତି ଏହାର ଲକ୍ଷଣ ଜାଣିନଥିବାରୁ ଏହି ରୋଗ ସେହିମାନଙ୍କଠାରେ ଲୁକାୟିତ ହୋଇ ରହିଥାଏ। ଯାହାଫଳରେ ଏହା ଶରୀର ପାଇଁ ଅଧିକ କ୍ଷତିକାରକ ହୋଇଥାଏ। ଏହା ୨ ପ୍ରକାର ହୋଇଥାଏ।
    (୧) ଗେଷ୍ଟ୍ରୋନାଲ ମଧୁମେହ
    (୨) ମଧୁମେହ
    ଗେଷ୍ଟ୍ରୋନାଲ ମଧୁମେହ ଗର୍ଭାବସ୍ଥା ସମୟରେ ହୋଇଥାଏ ଯାହା ପିଲା ଜନ୍ମ ହେବା ମାତ୍ରେ ଆପେ ଆପେ କମ୍‌ ହୋଇଯାଏ।ତେବେ ଆସନ୍ତୁ ଜାଣିବା ମଧୁମେହର ଲକ୍ଷଣ ସମ୍ପର୍କରେ

    ଅଧିକ ମାତ୍ରାରେ ପାଣି ପିଇବା ସ୍ବାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ। ତେବେ ଏହା ପରେ ଯଦିଶୋଷ ହେଉଛି ଏହା ମଧୁମେହର ଲକ୍ଷଣ ହୋଇପାରେ।

    ଅଧିକ ସମୟରେ ଭୋକ ଲାଗିବା ମଧ୍ୟ ମଧୁମେହର ଅନ୍ୟଏକ କାରଣ ହୋଇଥାଏ।

    ଯଦି ବିନା କୌଣସି କାରଣରେ ଆପଣଙ୍କ ଓଜନ କମୁଥାଏ ତୁରନ୍ତ ଡାକ୍ତର ପରାମର୍ଶ ନିଅନ୍ତୁ କାରଣ ଏହା ମଧୁମେହର ଲକ୍ଷଣ ହୋଇପାରେ।

    ଏହାର ପ୍ରଭାବ ଆଖି ଉପରେ ମଧ୍ୟ ପଡିଥାଏ ଯେଉଥିପାଇଁ ଆଖିର ଦୃଷ୍ଟି ଶକ୍ତି ମଧ୍ୟ କମ୍‌ ହୋଇଯାଏ। ତେଣୁ କିଛି ମାସ ଅନ୍ତରରେ ବ୍ଲଡ ଟେଷ୍ଟ କରିବା ଆବଶ୍ୟକ।ମଧୁମେହ ରୋଗୀଙ୍କ ଦେହରେ ହୋଇଥିବା କ୍ଷତ ଶୀଘ୍ର ଶୁଖି ନଥାଏ।

    ତେବେ ଏହି ସବୁ ଲକ୍ଷଣ ଦେଖିବା ମାତ୍ରେ ତୁରନ୍ତ ମଧୁମେହ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.8 ° C
    24.8 °
    24.8 °
    67 %
    1.7kmh
    75 %
    Wed
    25 °
    Thu
    38 °
    Fri
    40 °
    Sat
    39 °
    Sun
    40 °

    ସମ୍ବନ୍ଧିତ