Monday, September 7, 2026
29.7 C
Odisha

    ଟମାଟୋର ଉପକାରିତା

    ଆଗକୁ ପଢନ୍ତୁ

    ଟମାଟୋ ଖାଇବା ଶରୀର ପାଇଁ ହିତକର। ଟମାଟୋ କେବଳ ରୋଷଇ ଘରେ ରୋଷେଇ ହୁଏ ତାହା ନୁହେଁ,ଅନେକ ପ୍ରକାର ରୋଗରେ ଟମାଟୋକୁ ଔଷଧ ଭାବେ ଗ୍ରହଣ କରାଯାଏ। ଜାଣନ୍ତୁ ସେ ସମ୍ପର୍କରେ-

    -ଏଥିରେ ଭିଟାମିନ ପରିମାଣ ଅଧିକ ଥିବାରୁ ଏହାକୁ ଖାଇବା ଫଳରେ ଚର୍ମ କୁଞ୍ଚନ ଦେଖାଯାଇ ନ ଥାଏ।

    -ଟମାଟୋରେ କ୍ୟାଲସିୟମ ଓ ଫସ୍ ଫରସ ରହିଥାଏ। ଏହା ହାଡ଼କୁ ମଜଭୂତ କରିଥାଏ।

    -ପାଚନତନ୍ତ୍ରକୁ ସକ୍ର୍ରିୟ ନ କରାଇଲେ ମଧ୍ୟ ଏହା ଗ୍ୟାସ ସମସ୍ୟା ଦୂର କରିଥାଏ।

    -ଟମାଟୋରେ ଭିଟାମିନ ଏ ପ୍ରଚୁର ମାତ୍ରାରେ ରହିଥାଏ। ଏହା ଆଖିର ଦୃଷ୍ଟିଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.7 ° C
    29.7 °
    29.7 °
    74 %
    3kmh
    59 %
    Mon
    29 °
    Tue
    31 °
    Wed
    31 °
    Thu
    30 °
    Fri
    30 °

    ସମ୍ବନ୍ଧିତ