Wednesday, April 1, 2026
38.7 C
Odisha

    କୁଲଡିହାରେ ଦନ୍ତା ଶିକାର! ବନବିଭାଗର ତନାଘନା

    ଆଗକୁ ପଢନ୍ତୁ

    ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ କିଛି ମାସର ବ୍ୟବଧାନ ପରେ ପୁଣି ଥରେ ଦନ୍ତା ଶିକାର ହେବା ଘଟଣା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି। ଜଙ୍ଗଲ ପାଦଦେଶ ଅଞ୍ଚଳ କୁହାଯାଉଥିବା ଆମ୍ବଝର ନିକଟସ୍ଥ ଏକ ବିଲ କିଆରୀରେ ଦନ୍ତାଟି ମରି ପଡିଥିବା ଦେଖିବାକୁ ମିଳିଛି। ଖବରପାଇ ବନ ଅଧିକାରୀ ଓ କର୍ମଚାରୀ ମାନେ ସେଠାରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ଦନ୍ତାକୁ କିଏ ହତ୍ୟା କଲା ସେନେଇ ବନବିଭାଗ ତଦନ୍ତ ଆରମ୍ଭ କରିଛି। କୁଲଡିହାରେ ଶିକାରୀଙ୍କ ଉପଦ୍ରଵକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ବନ କର୍ମଚାରୀଙ୍କ ପାଟ୍ରୋଲିଂ ଅବହେଳା ଯୋଗୁ ହତ୍ୟା ନା ଦନ୍ତାର ସ୍ୱାଭାବିକ ମୃତ୍ୟୁ, ସେନେଇ ବିଭାଗୀୟ ଅଧିକାରୀମାନେ ଯାଞ୍ଚ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.7 ° C
    38.7 °
    38.7 °
    16 %
    2.7kmh
    0 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ