Saturday, February 21, 2026
22.1 C
Odisha

    କେନାଲ ବନ୍ଧରେ ଝୁଲିରହିଛି ଯାତ୍ରା ପାର୍ଟିର ବସ୍‌, ବର୍ତ୍ତିଲେ ୫୦ରୁ ଅଧିକ କଳାକାର

    ଆଗକୁ ପଢନ୍ତୁ

    ଗୋପ : ପୁରୀ ଜିଲ୍ଲା ନିମାପଡ଼ା ନୂଆସନ୍ଥ ବଳଙ୍ଗା କେନାଲ ବନ୍ଧରେ ଝୁଲିରହିଛି ଯାତ୍ରା ପାର୍ଟିର ବସ୍‌ ।ଦୁର୍ଘଟଣାରୁ ବର୍ତ୍ତିଲେ ୫୦ରୁ ଅଧିକ କଳାକାର ।

    ଖବର ଅନୁଯାୟୀ, ଯାତ୍ରା ପାର୍ଟି ରାଜନନ୍ଦିନୀର କଳାକାରଙ୍କୁ ନେଇ ଏକ ବସ୍‌ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିଲା । ଗାଡ଼ିରେ ୫୦ରୁ ଅଧିକ ଯାତ୍ରୀ ରହିଥିଲେ । ହେଲେ ପୁରୀ ଜିଲ୍ଲା ନିମାପଡ଼ା ନୂଆସନ୍ଥ ବଳଙ୍ଗା କେନାଲ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏପିରିକି ବସ୍‌ଟି କେନାଲ ବନ୍ଧରେ ଝୁଲିରହିଛି । ଏତେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୦ରୁ ଅଧିକ କଳାକାର । ଦୁର୍ଘଟଣା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଗାଡ଼ିରୁ ଉଦ୍ଧାର କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    39 %
    2.4kmh
    9 %
    Sat
    23 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ