Tuesday, September 29, 2026
28.1 C
Odisha

    କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସର ଛାତ୍ର ଯୁବ ସମାବେଶ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ୨୦୨୪ ଓ ୨୦୨୬ରେ ଦୁଇଥର ନିଟ୍-ୟୁଜି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଓ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଖାତାର ଅନ୍‌ ସ୍କ୍ରିନ୍‌ ମାର୍କିଂ (ଓଏସ୍‌ଏମ୍) ଅନିୟମିତତା ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦାବି କରିଛି କଂଗ୍ରେସ। ଏହି ପ୍ରସଙ୍ଗରେ ରାଜ୍ୟର ଛାତ୍ର ଓ ଯୁବ ସମାଜ ଜାଗ୍ରତ ହୋଇ ସଚେତନ ହେବା ସଙ୍ଗେ ସଙ୍ଗେ ପ୍ରସଙ୍ଗର ଗୁରୁତ୍ବ ହୃଦୟଙ୍ଗମ ପୂର୍ବକ ରାଜରାସ୍ତାକୁ ଆସନ୍ତୁ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୧୦ରେ ସମ୍ବଲପୁରରେ ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ର ଯୁବ ଆକ୍ରୋଶ ସମାବେଶ ଅନୁଷ୍ଠିତ ହେବ। ଏହି ସମାବେଶରେ କହ୍ନେୟା କୁମାର, ଛାତ୍ର କଂଗ୍ରେସର ଜାତୀୟ ସଭାପତି ବିନୋଦ ଝାଖଡ଼ଙ୍କ ସମେତ ବହୁ ଜାତୀୟସ୍ତରର ଛାତ୍ରନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    70 %
    1.9kmh
    54 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ