Friday, October 2, 2026
30.6 C
Odisha

    କୋଳି ତୋଳିବାକୁ ଜଙ୍ଗଲକୁ ଯାଇଭାଲୁ ଆକ୍ରମଣର ଶିକାର ହେଲେ ଯୁବତୀ

    ଆଗକୁ ପଢନ୍ତୁ

    ପାଟଣା    : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସଡ଼ଙ୍ଗ ବାହାଳି ଗ୍ରାମରେ ଆଜି ସକାଳୁ ଭାଲୁ ଆକ୍ରମଣରେ ଜଣେ ଯୁବତୀ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଉଛନ୍ତି ଶ୍ରୀଦେବୀ ମୁଣ୍ଡା। ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଭାଲୁ ଆକ୍ରମଣରେ ତାଙ୍କର ଦୁଇ ଗୋଡ଼ ଜଙ୍ଘରେ ଗଭୀର କ୍ଷତ ହୋଇଛି। ସେ ଚାର କୋଳି ସଂଗ୍ରହ କରିବାକୁ ଯାଇଥିବା ସମୟରେ ପାଖ ଜଙ୍ଗଲରୁ ଆସିଥିବା ୩ ଭାଲୁଙ୍କ ହାବୁଡ଼ରେ ପଡ଼ିଥିଲେ। ସେ ଚିତ୍କାର କରିବାରୁ ଲୋକେ ପାଟି ଶୁଣି ପହଞ୍ଚି ଭାଲୁଙ୍କୁ ଘୋଡାଇବାରୁ ଭାଲୁ ପାଖ ଜଙ୍ଗଲକୁ ପଳାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ