Friday, October 2, 2026
30.6 C
Odisha

    ମୋହନ ନାୟକ ହେଲେ ରାୟଗଡା ଯୁବ କଂଗ୍ରେସ ସଭାପତି

    ଆଗକୁ ପଢନ୍ତୁ

    ରାୟଗଡା   :    ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରାଜ୍ୟ କଂଗ୍ରେସ ଓଡ଼ିଶାର ସମସ୍ତ ଜିଲ୍ଲାରେ ଯୁବ କଂଗ୍ରେସ ସଭାପତି ଚୟନ କରିଛ। ରାଜ୍ୟ ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ରଙ୍କ ଅନୁମୋଦନ କ୍ରମେ ରାୟଗଡା ଜିଲ୍ଲା ପାଇଁ ଦ୍ୱତୀୟ ଥର ଭାବେ କାଶୀପୁରର ଯୁବ ନେତା ମୋହନ ନାୟକଙ୍କୁ ଜିଲ୍ଲା ଯୁବ ସଭାପତି ଭାବେ ମନୋନୀତ କରାଯାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଯୁବ ଗୋଷ୍ଠୀକୁ ଜିଲ୍ଲାରେ ସଂଘଠିତ କରିବେ ବୋଲି ମୋହନ କହିଛନ୍ତି। ତାଙ୍କୁ ଏହି ପଦ ମିଳିଥିବାରୁ ସେ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା, ରାଜ୍ୟ ଯୁବ ସଭାପତି ରଂଜିତ ପାତ୍ର ଓ ଜିଲ୍ଲାର ସମସ୍ତ ପଦାଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ