Sunday, January 11, 2026
25 C
Odisha

    ଖଣି ଚୋରି ଘଟଣାର ସାତ ଦିନ ପରେ ରାଉରକେଲା ଉପ ନିର୍ଦ୍ଦେଶକଙ୍କ ତଦନ୍ତ ଆରମ୍ଭ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼ : ଖଣି ଚୋରି ଘଟଣାର ସାତ ଦିନ ପରେ ଖଣି ନିର୍ଦ୍ଦେଶଙ୍କ ନିର୍ଦ୍ଦେଶରେ ରାଉରକେଲା ଉପ ନିର୍ଦ୍ଦେଶକ ତଦନ୍ତ ପାଇଁ ପହଞ୍ଚିଛନ୍ତି। ଖଣି ଉପ ନିର୍ଦ୍ଦେଶକ ବିମ୍ବାଧର ସେଠୀଙ୍କ ନେତୃତ୍ବରେ ୯ ଜଣିଆ ଟିମ୍ ତଦନ୍ତ ଜାରି ରଖିଛନ୍ତି। ତେଲେନଡିହି ଏବଂ ରତନସରା ବେଆଇନ ଖଣି ଉପରେ ତଦନ୍ତ କରୁଛନ୍ତି ଏହି ଟିମ୍। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଖଣି ଉପନିର୍ଦ୍ଦେଶକ ବିମ୍ବାଧର ସେଠୀ । ଏହି ଟମରେ ତାଙ୍କ ସହ କନିଷ୍ଠ ଖଣି ଅଧିକାରୀ ମଙ୍ଗଳ ଚରଣ ହେମ୍ରମ ଓ ଅଜୟ କୁମାରଙ୍କ ସମେତ ୯ ଜଣିଆ ସଦସ୍ୟ ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25 ° C
    25 °
    25 °
    18 %
    2.3kmh
    66 %
    Sun
    27 °
    Mon
    28 °
    Tue
    28 °
    Wed
    29 °
    Thu
    30 °

    ସମ୍ବନ୍ଧିତ