Friday, April 3, 2026
27.1 C
Odisha

    ଖୋର୍ଦ୍ଧାରେ ବିସ୍ଫୋରଣ: ତିନି ଗୁରୁତର

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କୁମାରବସ୍ତିରେ ବିସ୍ପୋରଣ ଘଟି ତିନିଜଣ ଗୁରୁତର ହୋଇଥିବାର ଖବର ମିଳିଛି। ତାପସ ମଙ୍ଗରାଜଙ୍କ ଘରେ ଏହି ବିସ୍ପୋରଣ ଘଟିଥିବା ଜଣାଯାଇଛି। ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଏହା ବୋମା ବିସ୍ପୋରଣ। ଅପରପକ୍ଷରେ ଏହା ବାଣ ବିସ୍ପୋରଣ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।ଏଣେ ୩ ଗୁରୁତରଙ୍କ ମଧ୍ୟରୁ ଦୁଇଜଣଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଜଣେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.1 ° C
    27.1 °
    27.1 °
    47 %
    2.1kmh
    0 %
    Thu
    27 °
    Fri
    40 °
    Sat
    39 °
    Sun
    36 °
    Mon
    37 °

    ସମ୍ବନ୍ଧିତ