Sunday, July 26, 2026
27.3 C
Odisha

    ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    କୋରାପୁଟ : ବୈପାରିଗୁଡ଼ା ବ୍ଲକ ବାଲିଗାଁ ପଞ୍ଚାୟତ ଡାବୁଗୁଡ଼ାରେ ଅଘଟଣ। ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ହୋଇଛି। ସ୍କୁଲରୁ ଫେରି ଗାଁ ପାଖ ନଦୀକୁ ୨ ଛାତ୍ରୀ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁଁଁ ଉଭୟ ନଦୀରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲେ। ମୃତକ ୨ ଛାତ୍ରୀଙ୍କ ନାମ ଅମ୍ରିତ ପାଲିଗୁଡ଼ିଆ ଏବଂ ପ୍ରମିଳା ଦୋରାପୁଟିଆ ବୋଲି ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.3 ° C
    27.3 °
    27.3 °
    85 %
    3kmh
    95 %
    Sun
    27 °
    Mon
    31 °
    Tue
    24 °
    Wed
    26 °
    Thu
    30 °

    ସମ୍ବନ୍ଧିତ