Friday, September 5, 2025
24.7 C
Odisha

    ଗାନ୍ଧୀ ମାର୍ଗରେ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନୟ ସମିତି, ବିଭିନ୍ନ ଦାବୀ ନେଇ ଆନ୍ଦୋଳନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଗାନ୍ଧୀ ମାର୍ଗରେ ଆନ୍ଦୋଳନକୁ ଓଲ୍ଲାଇଛନ୍ତି ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନୟ ସମିତି । ବିଭିନ୍ନ ଦାବୀ ନେଇ ହାଜର ହାଜର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଆନ୍ଦୋଳନକୁ ଓଲ୍ଲାଇଛନ୍ତି । ବିନା ବେତନରେ ଶିକ୍ଷକମାନେ 25 ରୁ 30 ବର୍ଷ ଶିକ୍ଷା ଦାନ କରି ମଧ୍ୟ ସରକାର ଏହାକୁ ଅନୁଦାନ ପରିସର ଭୁକ୍ତ କରୁନାହାନ୍ତି, ତେଣୁ ତୁରନ୍ତ ଏହାକୁ କାଯ୍ୟକାରୀ କରାଯାଉ ବୋଲି ଦାବି କରାଯାଇଛି । 2004 ରୁ 2013 ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତିକ ଶିକ୍ଷକମାନଙ୍କୁ 6 ଟି ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ ଓ ଅବସର ବୟସ ସୀମାକୁ 60 ରୁ 62 ବୃଦ୍ଧି କରିବାକୁ ମଧ୍ୟ ଦାବୀ ହୋଇଛି । ଆଗାମୀ ଦିନରେ ଦାବୀ ପୂରଣ ନ ହେଲେ ଆନ୍ଦୋଳନୁ ଅଧିକ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରି ଶିକ୍ଷକ ଓ କର୍ମଚାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    92 %
    1.2kmh
    100 %
    Fri
    25 °
    Sat
    31 °
    Sun
    30 °
    Mon
    29 °
    Tue
    30 °

    ସମ୍ବନ୍ଧିତ